ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 3

ମଣିଷର ହୃତପିଣ୍ଡରେ ତିନି ପାଖୁଡ଼ାବିଶିଷ୍ଟ କପାଟିକା (Tricuspid valve) କେଉଁଠାରେ ଥାଏ ଏବଂ ଏହାର କାର୍ଯ୍ୟ କଣ?

ମଣିଷର ହୃତପିଣ୍ଡରେ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ୱାରରେ ତିନି ପାଖୁଡ଼ାବିଶିଷ୍ଟ କପାଟିକା ଥାଏ। ଏହି କପାଟିକା ରକ୍ତକୁ କେବଳ ଗୋଟିଏ ଦିଗରେ ପ୍ରବାହିତ ହେବା ପାଇଁ ସାହାଯ୍ୟ କରେ।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ