ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 1
ଭାରତର ସ୍ୱାଧୀନତା ଆନ୍ଦୋଳନକୁ ନବଜୀବନ ପ୍ରଦାନ କରିଥିଲା କେଉଁ ସଂଗଠନର କାର୍ଯ୍ୟକଳାପ?
ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଭାରତର ସ୍ୱାଧୀନତା ଆନ୍ଦୋଳନ ଯେତେବେଳେ ମଉଳି ଯାଇଥିଲା, ସେହି ସମୟରେ ଆଜାଦ ହିନ୍ଦ୍ ଫୌଜର କାର୍ଯ୍ୟକଳାପ ଏହାକୁ ନବଜୀବନ ପ୍ରଦାନ କରିଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଦାଣ୍ଡିଯାତ୍ରାର ବିଷୟରେ ସବିଶେଷରେ ବର୍ଣ୍ଣନା କରନ୍ତୁ।
- ଆଜାଦ୍ ହିନ୍ଦ୍ ଫୌଜର ଅଭିଯାନ ଭାରତର ସ୍ଵାଧୀନତା ପ୍ରାପ୍ତିରେ କିପରି ସହାୟକ ହେଲା?
- ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ବାନର ସେନାଙ୍କ ଭୂମିକା କଣ ଥିଲା?
- ପୁରୀ ଜିଲ୍ଲାରେ ଲବଣ ସତ୍ୟାଗ୍ରହ କିଏ ନେତୃତ୍ୱ ନେଇ ଆରମ୍ଭ କରିଥିଲେ?
- ୧୯୦୬ ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦ୍ୱାରା ପ୍ରଣୟିତ ପଞ୍ଜୀକୃତ ପ୍ରମାଣପତ୍ର ଆଇନ କଣ ଥିଲା?