ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 8
୧୯୬୪ ମସିହାରେ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ସିରିମାଭୋ ବନ୍ଦରନାୟକେଙ୍କ ମଧ୍ୟରେ କେଉଁ ବିଷୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା?
୧୯୬୪ ମସିହାରେ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରବିହୀନ ଲୋକମାନଙ୍କ ସମସ୍ୟା ବିଷୟ ନେଇ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଚୀନ ସରକାର କାଶ୍ମୀର ପ୍ରସଙ୍ଗରେ କେଉଁ ଦେଶକୁ ପ୍ରଚ୍ଛନ୍ନ ସମର୍ଥନ ଦେବାରୁ ନିବୃତ ରହିଥିଲେ?
- ୧୯୬୫ ଏବଂ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ କାଶ୍ମୀର ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରନ୍ତୁ।
- ଭାରତ ଓ ସୋଭିଏତ୍ ରୁଷିଆ ମଧ୍ୟରେ ହୋଇଥିବା ମୈତ୍ରୀ ଚୁକ୍ତିକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିକ୍ରିୟା କିପରି ଥିଲା ଏବଂ ସେହି ସମୟରେ ଭାରତର ବୈଦେଶିକ ନୀତିର କିଛ…
- କାଲାଦନ ପ୍ରକଳ୍ପ (Kaladan Project) ବିଷୟରେ ସୂଚନା ଦିଅନ୍ତୁ।
- ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୋଭିଏତ୍ ରୁଷିଆ କିପରି ସାହାଯ୍ୟ କରିଥିଲା?