ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 8

୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୋଭିଏତ୍ ରୁଷିଆ କିପରି ସାହାଯ୍ୟ କରିଥିଲା?

ସୋଭିଏତ୍ ରୁଷିଆ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦ ଜରିଆରେ ଯୁଦ୍ଧ ବିରତି କରାଇପାରିଥିଲା। ଏହା ସହିତ ସୋଭିଏତ୍ ରୁଷିଆର ଉଦ୍ୟମରେ ୧୯୬୬ ମସିହାରେ ତାସକେଣ୍ଟରେ ଶିଖର ସମ୍ମିଳନୀ ହୋଇଥିଲା।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ