ହୁଙ୍କା Hunkā

  • ଦେ. ବି—(ସ. ଶଙ୍କୁ) — ଉଇ ବିଳା; ଉଇମାନଙ୍କ ନିର୍ମିତ ମାଟିର ଉଚ୍ଚ ସ୍ତୂପ — Ant-hill; mound raised by white ants
  • ଦେ. ବି—(ସ. ଶଙ୍କୁ) — [ଉ—ଉଇହୁଙ୍କା ତୋଳା ରୀତି ଗୋ! ଅନ ସରି ନୀତି ଚଳିବ ଜୀବନେ, ଉଠି, ପଡ଼ି, ବୁଡ଼ି, ତିନ୍ତି ଗୋ—ବାଳକୃଷ୍ଣ, ଫୁଲ ବଉଳ ବେଣି]
  • ବୈଦେ (ପା) ବି — ହୁକା (ଦେଖ) — Hukā (See)