ହୁଗୁଳିବା Huguḻibā

  • ଦେ. କ୍ରି — ହୁଗୁଳା ହେବା; ଗ୍ରନ୍ଥିରୁ ବା ବନ୍ଧନରୁ ଶ୍ଳଥ ହେବା — To be slackened, to become slack
  • ଦେ. କ୍ରି — ଛିଦ୍ରରୁ ଶ୍ଳଥହେବା — To become loosened from the hole or socket
  • ଦେ. କ୍ରି — ଖସିଯିବା; ସ୍ଥାନରୁ ଚ୍ୟୁତ ହେବା — To be dislocted
  • ଦେ. କ୍ରି — (ଉ—ସେ ସକାଶୁ ତାହାର ହାଡ଼ ହୁଗୁଳିଲା—କୃଷ୍ଣସିଂହ, ମହାଭାରତ, ବନ)