ହୁଗୁଳେଇବା Huguḻeibā

  • ଦେ. କ୍ରି—(ହୁଗୁଳିବାର ସକର୍ମକ ରୁପ) — ଶ୍ଳଥ କରିବା; ଶିଥିଳ କରିବା; ଶିଥିଳାଇବା; ହୁଗାଳିବା — To loosen, to slacken