ହୁଙ୍କାର Huṅkāra
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — ବଳ ପ୍ରକାଶ ପୂର୍ବକ ହୁଁ ଶବ୍ଦ — A sound (hoom) uttered by one making a big effort
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — [ଦ୍ର—ମାଙ୍କଡ଼ ଉଚ୍ଚସ୍ଥାନରୁ ସ୍ଥାନାନ୍ତରକୁ ଡେଇଁବାବେଳେ ହୁଙ୍କାର କରେ ଓ ବୀରମାନେ ଯୁଦ୍ଧ କଲାବେଳେ ମଧ୍ୟ ହୁଙ୍କାର କରନ୍ତି।]
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — ଯୋଦ୍ଧାର ବା ବୀରର ଭୀଷଣ ଯୁଦ୍ଧ ଗର୍ଜନ — The war-roar of a warrior
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — କପୋତର ହୁଁ ହୁଁ ଶବ୍ଦ — The hooting or cooing of doves
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — ବନ୍ୟ ବରାହର ଧ୍ୱନି — The roar of a boar
- ସଂ. ବି—(ହୁମ୍=ଅନୁକାର ଶବ୍ଦ+କୃ. ଧାତୁ+ଭାବ ଅ) — ଗର୍ଜନ — Roar