ହୀନମାନ Hīnamāna
- ଦେ. ବିଣ — ହୀନମାନିଆ (ଦେଖ) — Hīnamāniā (See)
- ଦେ. ବିଣ — [ଉ—ନସରିଲା କେଡ଼େ କରମ ହୀନମାନ— କୃଷ୍ଣସିଂହ, ମହାଭାରତ, ବନ]
- ବି — ଅପମାନ — Dishonour
- ବି — ଦୁର୍ଦ୍ଦଶା — Wretched condition
- ବି — ଅପେକ୍ଷାକୃତ ନିକୃଷ୍ଟ ବ୍ଯବହାର — Infarior treatment
- ବି — ଅନାଦର; ମନ୍ଦ ବ୍ଯବହାର — Bad treatment, disregard