ହୀନମାନ ହେବା Hīnamāna hebā

  • ଦେ. କ୍ରି — ମନ୍ଦ ବ୍ଯବହାର ପାଇବା — To be treated badly
  • ଦେ. କ୍ରି — ଅନ୍ଯ ବ୍ଯକ୍ତିର ତୁଳନାରେ ନିକୃଷ୍ଟ ବ୍ଯବହାର ପାଇବା — To get inferior treatment