ହୀନମାନିଆ Hīnimāniā
- ଦେ. ବିଣ. ପୁଂ — ମନ୍ଦବ୍ଯବହାର ପ୍ରାପ୍ତ — Badly treated
- ଦେ. ବିଣ. ପୁଂ — ଦୁର୍ଦ୍ଦଶା ଗ୍ରସ୍ତ — In wretched condition
- ଦେ. ବିଣ. ପୁଂ — ଅପମାନିତ — Slighted; disrespected; disregarded
- ଦେ. ବିଣ. ପୁଂ — ଅନ୍ୟମାନଙ୍କ ତୁଳନାରେ ନିକୃଷ୍ଟ ବ୍ଯବହାର ପ୍ରାପ୍ତ — Getting inferior treatment when compared to others
- ଦେ. ବିଣ. ପୁଂ — ମନ୍ଦ; ନିକୃଷ୍ଟ — Bad; inferior