ହୀନବୁଦ୍ଧି Hīna budhi
- ସଂ. ବି—(କର୍ମଧା) — ନୀଚ ବୁଦ୍ଧି; ନୀଚ ମନ; ନୀଚ ମତି — Low or mean mind
- ସଂ. ବି—(କର୍ମଧା) — ମନ୍ଦ ବୁଦ୍ଧି — Evilmindedness
- ସଂ. ବି—(କର୍ମଧା) — କ୍ଷୀଣ ବୁଦ୍ଧି — Stupidity
- ସଂ. ବି—(କର୍ମଧା) — ନିର୍ବୋଧତା — Folly
- ସଂ. ବି—(କର୍ମଧା) — କ୍ଷୁଦ୍ରବୁଦ୍ଧି — Humble intellect
- ବିଣ—(ବହୁବ୍ରୀହି) — ନୀଚମନାଃ — Low-minded
- ବିଣ—(ବହୁବ୍ରୀହି) — ନିର୍ବୋଧ — Stupid
- ବିଣ—(ବହୁବ୍ରୀହି) — କ୍ଷୁଦ୍ରଚେତାଃ; କ୍ଷିଣବୁଦ୍ଧି ବିଶିଷ୍ଟ — Of low understanding