ହିସାବି Hisābi
- ବୈଦେ. ବିଣ (ଆ) — ହିସାବ ସମ୍ବନ୍ଧୀୟ — Relating to account
- ବୈଦେ. ବିଣ (ଆ) — ମିତବ୍ଯୟୀ — Prudent; economical
- ବୈଦେ. ବିଣ (ଆ) — ଯେଉଁ ବ୍ଯକ୍ତି ଆୟବ୍ଯୟ ଚାଲି ଚଳନାଦି ସବୁ ବିଷୟରେ ସତର୍କ — Careful in every thing
- ବୈଦେ. ବିଣ (ଆ) — ଯେଉଁ ବ୍ଯକ୍ତି ଅଗ୍ର ପଶ୍ଚାତ୍ ଭାବି କାର୍ଯ୍ୟ କରେ — Calculating (person)
- ବୈଦେ. ବିଣ (ଆ) — ଯେଉଁ ବ୍ଯକ୍ତି ଠାରେ ହିସାବ ଲେଖିବାର ଭାର ଥାଏ — (a. person Entrusted with the writing of accounts