ହିଂସିତ Hiṁsita

  • ସଂ. ବିଣ—(ହିନସ୍ ଧାତୁ+କର୍ମ ତ) — ହତ — Killed; slaughtered
  • ସଂ. ବିଣ—(ହିନସ୍ ଧାତୁ+କର୍ମ ତ) — ହିଂସାପ୍ରାପ୍ତ; ଯାହାକୁ ହିଂସା କରାଯାଇଅଛି — Injured