ହିସାବ ମିଳ କରିବା Hisāba miḻa karibā

  • ଦେ. କ୍ରି — ହିସାବ ଦ୍ୱାରା ଆୟ ବ୍ଯୟ ସଙ୍ଗେ ତହବିଲର ସାମଞ୍ଜସ୍ୟ ପ୍ରତିପାଦନ କରିବା ବା ପରୀକ୍ଷା କରିବା — To square up the accounts