ହିସାବ ମଜୁରା Hisāba majurā

  • ବୈଦେ. (ଆ. ଫା) ବି (କଚିରିଆ) — ଦୁଇଜଣଙ୍କର ଦେୟର ଓ ପ୍ରାପ୍ୟର ହିସାବ ଅନୁସାରେ ଜଣକର ଦେୟକୁ ନଗଦ ନ ଦେଇ ତାହା ଅପର ବ୍ଯକ୍ତିଠାରୁ ପ୍ରାପ୍ୟ ଧନରେ ମଜୁରା କରିବା — Setting off of dues etc. in an account (instead of making cash payment)