ହିଣ୍ଡନ Hiṇḍana

  • ସଂ. ବି—(ହିଣ୍ଡ୍ ଧାତୁ+ଭାବ ଅନ) — ଭ୍ରମଣ; ଗମନ— (ମେଦିନୀ) — Going; Walking
  • ସଂ. ବି—(ହିଣ୍ଡ୍ ଧାତୁ+ଭାବ ଅନ) — ସୁରତ; ରମଣ (ମେଦିନୀ) — Copulation
  • ସଂ. ବି—(ହିଣ୍ଡ୍ ଧାତୁ+ଭାବ ଅନ) — ଲେଖନ (ବିଶ୍ୱ) — Writing