ହିଣ୍ଡିବାଦାମ Hiṇḍi bādāma
- ଦେ. ବି — ଆଣ୍ଡାମାନ ଦ୍ୱୀପରେ ଜାତ ନିର୍ଯ୍ୟାସ ଉତ୍ପାଦକ ବୃହତ୍ ବୃକ୍ଷ ବିଶେଷ — Name of a big tree found in the Andaman island
- ଦେ. ବି — [ଦ୍ର—ଏ ବୃକ୍ଷର ନିର୍ଯ୍ୟାସରୁ ଏକ ପ୍ରକାର ମୁଲ୍ୟବାନ ଅଠା (ଗୋନ୍ଦ) ହୁଏ ଓ ଏ ଫଳ ବୀଜରୁ ବହୁତ ତେଲ ହୁଏ; ଏ ତେଲ ବାଦାମ ତେଲ ରୂପେ ଘିଅ ଆଦି ସଙ୍ଗେ ମିଶାଯାଇ ବଜାରରେ ବିକ୍ରି ହୁଏ—(ହି. ଶ)