ହିଡ଼୍ମିଚା, ହିଡ଼୍ମିଚି Hiṟḍ̠michā(i)
- ଦେ. ବି (ସଂ. ହିଳମୋଚିକା) — ସୋମରାଜ୍ୟାଦି ବର୍ଗର ଜଳଜ ଈଷତ୍ ତିକ୍ତ ଶାକ ବିଶେଷ — A salad herb; Enhydra Hingcha; Enhydra Heloncha; Enhydra Fluctuans (Kirtikar)
- ଦେ. ବି (ସଂ. ହିଳମୋଚିକା) — [ଦ୍ର—ଏହା ତିକ୍ତ ରସ, ଶୀତଳ, ସାରକ ଏବଂ ଶୋଥ, କୁଷ୍ଠ, କଫ ଓ ପିତ୍ତ ନାଶକ। ଏହା କଣ୍ଡୁ ଓ ଚର୍ମ ରୋଗରେ ହିତକର।]