ହାଡ଼ ଜଳା Haṟḍ̠a jaḻā
- ଦେ. ବିଣ. (ସଂ.ହଡ୍ଡ ଓ ଜ୍ୱଳ ଧାତୁ) — ଯେଉଁ କଥାଦ୍ୱାରା ମନୁଷ୍ୟର ହାଡ଼ ଜଳେ; ଅତ୍ୟନ୍ତ ବିରକ୍ତି ଉତ୍ପାଦକ (ବାକ୍ୟ) — (any word) Which produces much annoyance
- ଦେ. ବିଣ. (ସଂ.ହଡ୍ଡ ଓ ଜ୍ୱଳ ଧାତୁ) — ପୁଂ. ଅତ୍ୟନ୍ତ ବିରକ୍ତକାରୀ (ବ୍ଯକ୍ତି) — Much annoying (person)