ହାଡ଼ ଜଳିବା Hāṟḍ̠a jaḻibā

  • ଦେ. ବି — ଅତ୍ୟନ୍ତ ବିରକ୍ତ ଓ କ୍ରୁଦ୍ଧ ହେବା — Being much enraged or annoyed
  • ଦେ. ବି — [ଦ୍ର—କ୍ରୋଧାଗ୍ନି ଦ୍ୱାରା ଦେହର ହାଡ଼ ସୁଦ୍ଧା ଜଳି ଉଠିବା କାଳ୍ପନିକ ଅତ୍ୟୁକ୍ତି ଅଟେ]