ହାଡ଼ ପଚାଇବା Hāṟḍ̠a pachāibā

  • ଦେ. କ୍ରି (ଲକ୍ଷଣାର୍ଥ) — ଏମନ୍ତ ଅତିରିକ୍ତ ପ୍ରହାର ଦେବା, ଯଦ୍ଦାରା ହାଡ଼ ସୁଦ୍ଧା ଦରଜ ଓ ବେଦନାଯୁକ୍ତ ହୋଇଯାଏ — (figurative) To beat excessively (so as to produce pain in the bones)