ହାଡ଼ ଚମ Hāṟḍ̠a chama

  • ଦେ. ବି—(ସଂ. ହଡ୍ଡ+ଚର୍ମ) — ଅସ୍ଥି ଓ ଚର୍ମ — Bone and skin
  • ଦେ. ବି—(ସଂ. ହଡ୍ଡ+ଚର୍ମ) — (ରୋଗୀ ବା ବୃଦ୍ଧ ବା ଅନାହାରକ୍ଳିଷ୍ଟ ବ୍ଯକ୍ତିର) ମାଂସ ନ ଥିବା ଚର୍ମବେଷ୍ଟିତ କଙ୍କାଳ — Bone without flesh; skeleton covered by, the skin of famished or very old persons