ହାଲ୍ଦାର Hāl-dār
- ବୈଦେ. ବି ପୁଂ—(ଆ ହୱାଲା=ଜିମା; ଫା ଦାର= ନେବା ବ୍ଯକ୍ତି; ଆ. ହୱାଲାଦାର୍=ଜିମ୍ମାଦାର୍) — ହୁଆଲ୍ଦାର; ଭାରତରେ ମୁସଲମାନ୍ ରାଜତ୍ୱ କାଳରେ ସୁବାଦାରଙ୍କ ଅଧୀନତାରେ ନିଯୁକ୍ତ ଗ୍ରାମର ଭାରପ୍ରାପ୍ତ ରାଜକୀୟ ଗୁମାସ୍ତା ବା କରଣ — The village accountant or official under the Subadar during the Mahomedan rule of India
- ବୈଦେ. ବି ପୁଂ—(ଆ ହୱାଲା=ଜିମା; ଫା ଦାର= ନେବା ବ୍ଯକ୍ତି; ଆ. ହୱାଲାଦାର୍=ଜିମ୍ମାଦାର୍) — [ଦ୍ର—ଏ କର୍ମଗତ ଉପାଧି ବର୍ତ୍ତମାନ ବଂଶୋପାଧିରେ ପରିଣତ ହୋଇଅଛି]
- ବୈଦେ. ବି ପୁଂ—(ଆ ହୱାଲା=ଜିମା; ଫା ଦାର= ନେବା ବ୍ଯକ୍ତି; ଆ. ହୱାଲାଦାର୍=ଜିମ୍ମାଦାର୍) — ପ୍ରାଚୀନ କାଳରେ ହାଲ୍ଦାର୍ ପଦବୀ ପ୍ରାପ୍ତ କର୍ମଚାରୀମାନଙ୍କ ବଂଶଧରମାନଙ୍କର ଆଧୁନିକ ବଂଶୋପାଧି — Family-title of the descendants of the ancient Haldars