ହାଲ୍କା Hāl-kā
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ଉସ୍ୱାସ; ହାଲୁକା; ଲଘୁ; ଯାହା ଭାରି ନୁହେ (ପଦାର୍ଥ) — Light; not heavy
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ସୁସ୍ଥ (ଦେହ) — Healthy; hale
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ଧୈର୍ଯ୍ୟହୀନ [ବ୍ଯକ୍ତି] — Impatient
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ପତଳା; ଅଗମ୍ଭୀର (ମନ) — Light (heart); not serious; not grave
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ଦମ୍ଭହୀନ; ଅସାହସୀ; ଡରୁଆ (ମନୁଷ୍ୟ) — Timid; Courageless
- ଦେ. ବିଣ (ସଂ ଲଘୁକ; ପ୍ରା, ହଲକ୍କ) — ଚିନ୍ତାମୁକ୍ତ [ମନ] — (mind) Freed from anxiety; care-free
- ବୈଦେ. ବିଣ [ଆ. ହାଲ୍କା] — ବର୍ତ୍ତମାନ ସମୟର; ଆଧୁନିକ — Of the present time
- ବୈଦେ. ବିଣ [ଆ. ହାଲ୍କା] — ଅଳ୍ପ ଦିନର — Recent; late
- ବି [ଫା. ହଲ୍କା] — ହଲକା; ଗ୍ରାମମଣ୍ଡଳୀ; ଶାସନ ସୁବିଧା ପାଇଁ ଗଠିତ ଗ୍ରାମସମୂହ; ତାଲୁକ — A circle; an administrative group of villages formed for facility of administration; an estate including many villages
- ବି [ଫା. ହଲ୍କା] — ଗ୍ରାମର ବାସ୍ତୁବନ୍ଧ; ଗ୍ରାମର ଚତୁଃସୀମା ନିର୍ଦ୍ଦେଶକ ରେଖା — A village circuit; the boundary line which demarcates and includes all the lands and dwellings of a village or hamlet [Wilson]
- ବି [ଫା. ହଲ୍କା] — ଶାସନାର୍ଥ ଗଠିତ ସୀମା, ଇଲାକା — Administrative jurisdiction