ହାଲ୍ ହଇକତ୍ Hāl haikat

  • ବୈଦେ. ବି—(ଆ. ହାଲ୍=ଅବସ୍ଥା ଓ ହକିକତ୍ =ବୃତ୍ତାନ୍ତ) — କୌଣସି ବିଷୟର ବା ସ୍ଥାନର ବା ବ୍ଯକ୍ତିର ଅବସ୍ଥାର ବା ଉପସ୍ଥିତି ପରିସ୍ଥିତିର ସବିଶେଷ ବୃତାନ୍ତ — Detailed description of the present condition of a person, place or thing