ହାଲ୍ଚାଲ୍ Hāl-chāl
- ବୈଦେ. ବି—(ଆ. ହାଲ୍ ଓ ସଂ. ଚଳ ଧାତୁ; ଏକାର୍ଥକ ସହଚର ଶଦ୍ଦ) — ଅବସ୍ଥା ଓ ବିବରଣ — Condition and description
- ବୈଦେ. ବି—(ଆ. ହାଲ୍ ଓ ସଂ. ଚଳ ଧାତୁ; ଏକାର୍ଥକ ସହଚର ଶଦ୍ଦ) — ସବିଶେଷ ବିବରଣ — Detailed account
- ବୈଦେ. ବି—(ଆ. ହାଲ୍ ଓ ସଂ. ଚଳ ଧାତୁ; ଏକାର୍ଥକ ସହଚର ଶଦ୍ଦ) — ସମ୍ବାଦ — News
- ବୈଦେ. ବି—(ଆ. ହାଲ୍ ଓ ସଂ. ଚଳ ଧାତୁ; ଏକାର୍ଥକ ସହଚର ଶଦ୍ଦ) — ଆଧୁନିକ ଅବସ୍ଥା ବା ପରିସ୍ଥିତି — Present condition; current state