ହାଲ୍ପା Hāl-pā

  • ଦେ. ବି — କୋହଲା; ବର୍ଷା ଓ ପବନ ହେତୁ ଶୀତ ବୋଧ ହେବା ପାଗ — Cold and rainy and stormy weather
  • ଦେ. ବି — ଶୀତର ଅନୁଭୂତି — The feeling of cold
  • ବି — ଶୀତ ଓ ବର୍ଷାଯୁକ୍ତ (ପାଗ) — Cold and rainy (weather)