ହାରିତସ Hāritasa

  • ଦେ. ବି (ସଂ. ହାରୀତ) — ବ୍ରାହ୍ମଣମାନଙ୍କ ଗୋତ୍ରପ୍ରବର୍ତ୍ତକ ମୁନି ବିଶେଷ — One of the sages who gave name to a family of Brāhmaṇas
  • ଦେ. ବି (ସଂ. ହାରୀତ) — ବ୍ରାହ୍ମଣମାନଙ୍କ ଗୋତ୍ର ବିଶେଷ — Name of a clan or family amongst the Brāhmaṇas
  • ଦେ. ବି (ସଂ. ହାରୀତ) — [ଦ୍ର—ଗୋତ୍ରନାମ କହିଲା ବେଳେ ଗୋତ୍ରପ୍ରବର୍ତ୍ତକ ଋଷିଙ୍କ ନାମରେ ଗୋଟିଏ 'ସ' ଲଗାଇ କହିବାର କହିବାର ରୀତି ଚଳି ଆସିଅଛି। କାରଣ, ସଂସ୍କୃତରେ 'ଅମୁକ—ସଗୋତ୍ରଃ ଶ୍ରୀମାନ୍' ଇତ୍ୟାଦି କୁହାଯାଏ।]