ହାରିଣିକ Hāriṇika

  • ସଂ. ବିଣ. ପୁଂ (ହରିଣ+ଇକ) — ହରିଣ ଘାତକ — A person who kills deer
  • ସଂ. ବିଣ. ପୁଂ (ହରିଣ+ଇକ) — ବ୍ୟାଧ; ଶିକାରୀ — A huntsman; hunter