ହାରିଦ୍ର Hāridra

  • ସଂ. ବି (ହରିଦ୍ରା+ରଞ୍ଜନାଦି ଅର୍ଥରେ. ଅ) — ହରିଦ୍ରା— ରଞ୍ଜିତ (ମେଦିନୀ) — Smeared with turmeric
  • ସଂ. ବି (ହରିଦ୍ରା+ରଞ୍ଜନାଦି ଅର୍ଥରେ. ଅ) — ହଳଦିଆ — Yellow
  • ବି — ହରିଦ୍ରାବର୍ଣ୍ଣ — Yellow colour
  • ବି — ହରିଦ୍ରାବିଷ; ହଳଦୀ ପରି ମଳବିଶିଷ୍ଟ ବିଷ ଭେଦ — A sort of vegetable poison resembling the turmeric
  • ବି — କଦମ୍ବ ବୃକ୍ଷ (ମେଦିନୀ) — Neuclea Kadamba (tree)
  • ବି — ଏକ ପ୍ରକାର ପ୍ରମେହ ରୋଗ (ହି. ଶ) — A kind of gonorrohea
  • ବି — [ଦ୍ର—ଏ ରୋଗରେ ହଳଦିଆ ପ୍ରସ୍ରାବ ହୁଏ—ହି. ଶ)