ହାମ୍ରାଇ Hām-rāi
- ବୈଦେ. ଅ (କଚିରିଆ) (ଆ. ହାମ୍ରାଓ=ମାର୍ଫତ୍ରେ) — ଜରିଆରେ; ମାର୍ଫତ୍ରେ (ପଠାଯିବା) — (Sent) Through
- ବୈଦେ. ଅ (କଚିରିଆ) (ଆ. ହାମ୍ରାଓ=ମାର୍ଫତ୍ରେ) — [ଉ—ଦୁଇଜଣ ଚୌକି— ଦାର ହାମରାଏ ଲାସ୍ ମାଇନା ସକାଶେ କଟକ ଚାଲାଣ ଦିଆଗଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ।]
- ବୈଦେ. ଅ (କଚିରିଆ) (ଆ. ହାମ୍ରାଓ=ମାର୍ଫତ୍ରେ) — ସଙ୍ଗରେ — With; in the company of
- ବୈଦେ. ବି — ସାହଚର୍ଯ୍ୟ — Company
- ବୈଦେ. ବି — ବଡ଼ ଲୋକଙ୍କ ଗହଣ — Retinue of a big person
- ବୈଦେ. ବି — ମାର୍ଫତ୍; ଜରିଆ — Agency
- ବୈଦେ. ବିଣ — ବଡ଼ ଲୋକଙ୍କ ସଙ୍ଗେ ପଠାଯିବା — Accompanying a rich man
- ବୈଦେ. ବିଣ — ମାରଫତରେ ବା ଜରିଆରେ ପଠାଯିବା — Sent through a person