ହାମ୍ଲେଟ୍ Hām-leṭ

  • ବୈଦେ. ବି (ନାମ) (ଇଂ) — ଇଂଲଣ୍ଡର କବି ସେକ୍ସ୍— ପିଅର୍ଙ୍କ ଲିଖିତ ନାଟକର ନାମ ଓ ଉକ୍ତ ନାଟକରେ ବର୍ଣ୍ଣିତ ନାୟକ ଡେନ୍ମାର୍କର ରାଜପୁତ୍ରଙ୍କ ନାମ — Hamlet the prince of Denmark in Shakespeare's play of the same name
  • ବୈଦେ. ବି (ନାମ) (ଇଂ) — [ଦ୍ର—ଏହାଙ୍କ ମାତା ପିତୃବ୍ୟଙ୍କ ସଙ୍ଗେ ପାପ ପ୍ରଣୟ କରି ଏହାଙ୍କ ପିତାଙ୍କୁ ବିଷ ପ୍ରୟୋଗ କରି ମାରି ପକାଇଥିଲେ। ଯୁବରାଜ ହାମ୍ଲେଟ୍ ବାଳକ ଥିବାରୁ ପିତୃବ୍ୟ ସିଂହାସନ ଆରୋହଣ କଲେ। କିନ୍ତୁ ହତ ପିତାଙ୍କର ପ୍ରେତାତ୍ମା ହାମ୍ଲେଟ୍ଙ୍କୁ ଦେଖା ଦେଇ ପ୍ରକୃତ ଘଟନାମାନ କହିଲେ। ହାମ୍ଲେଟ୍ ମାତାଙ୍କୁ ଓ ପିତୃବ୍ୟଙ୍କୁ ସେମାନଙ୍କର ମହାପାପ ସ୍ମରଣ କରାଇ ଅନୁତାପାନଳରେ ଅଭିଭୂତ କରାଇଥିଲେ।]