ହାୟନ Hāyana

  • ସଂ. ବି (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅନ, ଯେ ଆଗମ) — ବତ୍ସର; ବର୍ଷ (ଅମର) — Year
  • ସଂ. ବି (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅନ, ଯେ ଆଗମ) — [ଦ୍ର—ଏହି ଶବ୍ଦରୁ 'ଆଗ୍ରହାୟଣ' ଶବ୍ଦ ହୋଇଅଛି।]
  • ସଂ. ବି (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅନ, ଯେ ଆଗମ) — ବ୍ରୀହିଭେଦ; ଧାନ୍ୟବିଶେଷ (ମେଦିନୀ) — A sort of grain or paddy
  • ସଂ. ବି (ହା ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅନ, ଯେ ଆଗମ) — ଅଗ୍ନିଶିଖା (ମେଦିନୀ) — The flame of a fire