ହାମ୍ମୀର Hāmmīra
- ଦେ. ବି — ରାଗିଣୀବିଶେଷ — Name of a musical tune
- ଦେ. ବି — [ଦ୍ର—ଏହା ସପ୍ତସ୍ୱରା, କିନ୍ତୁ ଏଥିରେ କଡ଼ି 'ମ'ର ବ୍ଯବହାର ଅଧିକ। ଏହା ରାତ୍ରିର ପ୍ରଥମ ପ୍ରହରରେ ଗେୟ]
- ଦେ. ବି — ମେବାରର ଜନୈକ ରାଣା — Name of a king of Mewar who recovered Chitor from the Mahomedans
- ଦେ. ବି — [ଦ୍ର—ଏ ମୁସଲମାନ୍ମାନଙ୍କ କବଳରୁ ଚିତୋରକୁ ପୁନରୁଦ୍ଧାର କରି ଭାରତ ଇତିହାସରେ ଯଶସ୍ୱୀ ହୋଇଅଛନ୍ତି।]