ହାବିସି Hābisi

  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — ଉତ୍ତୋଳନ; ଉପରକୁ ଉଠାଇବା—(ଯଥା— ଲଙ୍ଗରକୁ ହାବିସ୍ କରିବା।) — Lifting
  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — ବୋଟ୍ର ବା ଜାହାଜର ମଙ୍ଗରେ ଥିବା ଚକକୁ ଘୂରାଇ ଜାହାଜର ଗତିକୁ ଅଟକାଇବା କର୍ମ — Stopping the motion of a boat or ship by turning the wheel at the helm
  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — ଜାହାଜର ଓ ବୋଟର ଗତି ବନ୍ଦ କରି ଜାହାଜକୁ ଅଭିପ୍ରେତ ପାଖକୁ ବାଗେଇବା କର୍ମ — Directing or regulating the position of a ship by stopping her motion
  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — ଜାହାଜକୁ ଚଳାଇବା ପାଇଁ ଲଙ୍ଗରର ଉତ୍ତୋଳନ — Weighing up or heaving of the anchor of a ship (in order to start)
  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — (ଫା) ଆବିସିନିଆ ଦେଶ — Abyssinia
  • ବୈଦେ. ବି—(ଇଂ ହୀଭ; ଜାହାଜିଆ ଭାଷା) — ଆବିସିନିଆ ଦେଶବାସୀ ବ୍ଯକ୍ତି — An Abyssinian
  • ବୈଦେ. ବିଣ — ଆବିସିନିଆ ଦେଶ ସମ୍ବନ୍ଧୀୟ — Pertaining to Abyssinia; Abyssinian