ହାବିଲ୍ଦାର୍ Hābil-dār
- ବୈଦ. ବି (ଆ. ହାୱାଲା=ରକ୍ଷଣ; ହାୱାଲ୍ଦାର୍ =ରକ୍ଷକ) — କ୍ଷୁଦ୍ର ଦେଶୀୟ ପଦାତିକ ଦଳର ଦେଶୀୟ ଅଧ୍ୟକ୍ଷ — Havildar, an Indian corporal of a body of Indian foot soldiers; a sepoy-sergeant
- ବୈଦ. ବି (ଆ. ହାୱାଲା=ରକ୍ଷଣ; ହାୱାଲ୍ଦାର୍ =ରକ୍ଷକ) — ଜିଲ୍ଲାର ପୁଲିସ ସାହେବଙ୍କ ଅଧୀନରେ ଥିବା ମିଲିଟେରୀ ପୁଲିସର ଜମାଦାର — Havildar of a company of military police under civil police
- ବୈଦ. ବି (ଆ. ହାୱାଲା=ରକ୍ଷଣ; ହାୱାଲ୍ଦାର୍ =ରକ୍ଷକ) — [ଦ୍ର— ଏହି ଆରବୀ ଶବ୍ଦ ଇଂରାଜିରେ ବ୍ଯବହୃତ ହେଉଅଛି।]