ହାବୁକେଇବା Hābukeibā

  • ଦେ. କ୍ରି — ଧକଲେଇବା; ମନୁଷ୍ୟକୁ ହାତ ଓ ବାହୁ ଦ୍ୱାରା ବଳପୂର୍ବକ ଧକ୍କା ମାରିବା — To vigorously push a person by the arms
  • ଦେ. କ୍ରି — ପାଣିକୁ ବାହୁଦ୍ୱାରା ବଳପୂର୍ବକ ଆଲୋଡ଼ନ କରିବା — To give pushes to the water with one's arms and hands
  • ଦେ. କ୍ରି — (ପାଣି) ଢେଉ ଦ୍ୱାରା ଆନ୍ଦୋଳିତ ହେବା — To rise in waves or billows (said of water)