ହାବୁକା Hābukā
- ଦେ. ବି — ବାହୁ ଓ ହାତ ଦ୍ୱାରା ମରାଯିବା ଧକ୍କା — Vigorous push given by the arms and hands
- ଦେ. ବି — [ଉ—କେଶାକର୍ଷଣ ହାବୁକା ଗଡ଼ଗଡ଼ା ଚାପୋଡ଼ ବିଦ୍ଧା କଡ଼ି, ଲେଡ଼ା ନାକମୋଡ଼ା କହୁଣୀ କୋରଡ଼ା ପାଣ୍ଢୋଇ ଠେଙ୍ଗା ହଡ଼ି (ମାଡ଼ର ପ୍ରକାର)]
- ଦେ. ବି — ପାଣିରେ ଠିଆ ହୋଇ ଦୁଇ ହାତ ଓ ବାହାଦ୍ୱାରା ପାଣିକୁ ଧକ୍କା ମାରିବା — Pushing the water with the arms and hands
- ଦେ. ବି — ହାତରେ ଓ ବାହୁରେ ଧକ୍କା ମାରିବା ଦ୍ୱାରା ଜାତ ଜଳର ଢେଉ — Wave resulting from push given to the water by arms and hands
- ଦେ. ବି — ଜଳରେ ଜାତ ଢେଉ — Wave of water
- ଦେ. ବି — ଅସ୍ତ୍ର ବିଶେଷ — A kind of weapen
- ଦେ. ବି — [ଉ—ନାରାୟଣ ତା ଦେଖି ଶିବେ ହାବୁକାଟି, ମାଗନ୍ତେ ନୀଳକଣ୍ଠ ଶିବ ହୋଇଲେଟି। କୃଷ୍ଣସିଂହ, ମହାଭାରତ, ଶାନ୍ତି।]