ହାତ ଅଳସ Hātā aḻasa

  • ଦେ. ବି—(ସଂ. ହସ୍ତ+ଆଳସ୍ୟ) — ହସ୍ତର ଆଳସ୍ୟ — The idleness of the hand
  • ଦେ. ବି—(ସଂ. ହସ୍ତ+ଆଳସ୍ୟ) — (ଯଥା, —ହାତ ଅଳସେ ନିଶ ବଙ୍କା)
  • ଦେ. ବି—(ସଂ. ହସ୍ତ+ଆଳସ୍ୟ) — ଆଳସ୍ୟ— ଯୁକ୍ତ ବ୍ଯକ୍ତିର ହସ୍ତ — The hand of an idle person