ହାତ ଉଚେଇବା Hāta ucheibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ପ୍ରହାର କରିବା ପାଇଁ ହାତକୁ ଉପରକୁ ଉଠାଇ ମାରିବାକୁ ଉଦ୍ୟତ ହେବା — To lift one's hand to strike a person