ହାତ ଆଙ୍ଗୁଠି Hāta āṅguṭhi

  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — ହସ୍ତର ଆଙ୍ଗୁଳି — The fingers of the hand
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — [ଦ୍ର—ଏମାନଙ୍କର ନାମ ଯଥା
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — ବୁଢ଼ା ଆଙ୍ଗୁଠି— ସଂ. ଅଙ୍ଗୁଷ୍ଠ; ଇଂ. — Thumb.)
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — ବିଶି ଆଙ୍ଗୁଠି (ସଂ. ତର୍ଜନୀ; ଇଂ. — Index finger)
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — ମଝି ଆଙ୍ଗୁଠି (ସଂ. ମଧ୍ୟମା; ଇଂ. — Middle finger)
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — ପରି ବା ମୁଦି ଆଙ୍ଗୁଠି (ସଂ. ଅନାମିକା; ଇଂ — Ring finger.)
  • ଦେ. ବି—(ସଂ. ହସ୍ତ+ଅଙ୍ଗୁଳି) — କାଣି ଅଙ୍ଗୁଠି (ସଂ. କନିଷ୍ଠା ଇଂ. — Little finger.)