ହାଣ୍ଡ୍ଲ୍ Hāṇdl

  • ବୈଦେ. ବି—(ଇଂ) — ଛୁରି ଆଦିର ବେଣ୍ଟ — Handle of a knife etc
  • ବୈଦେ. ବି—(ଇଂ) — ଲୁହାନିବ୍ ଗୁଞ୍ଜାଯିବା ପାଇଁ କାଠର ବେଣ୍ଟ ବା କାଠି; ପେନ ହୋଲଡର — penholder