ହାଟପଣି Hāṭa paṇi

  • ଦେ. ବି — ହାଟକୁ ପଣ୍ୟ ବିକିବାକୁ ଆଣି ଥିବା ବିକ୍ରେତାମାନଙ୍କ ଠାରୁ ଜମିଦାର ବା ଇଜାରାଦାରଙ୍କ ତରଫରୁ ଆଦାୟ କରାଯିବା (ଦ୍ରବ୍ୟର ଅଂଶ ପରିବର୍ତ୍ତରେ) ନିର୍ଦ୍ଦିଷ୍ଟ ଶୁଳ୍କ — Tax or fixed cash realised from persons who bring commodities to a market for sale