ହାଟକେଶ୍ୱର Hāṭakeṡwara

  • ସଂ. ବି (ନାମ)—(ହାଟକଦେଶ ପ୍ରତିଷ୍ଠିତ ଈଶ୍ୱର) — ଗୋଦାବରୀ ତୀରସ୍ଥ ଶିବଲିଙ୍ଗ ବିଶେଷ (ବାମନପୁରାଣ 2 ୟ ଅଧ୍ୟାୟ) — ଗୋଦାବରୀ ତୀରସ୍ଥ ଶିବଲିଙ୍ଗ ବିଶେଷ (ବାମନପୁରାଣ2ୟ ଅଧ୍ୟାୟ)—Name of an image of Ṡiba on the Godābari river in South India
  • ଦେ. ବି — ପୁରୀ ଜିଲ୍ଲାର ଖୋର୍ଦ୍ଧାରୁ 5 କ୍ରୋଶ ଦୂରରେ ଅବସ୍ଥିତ ଉଷ୍ଣ ପ୍ରସ୍ରବଣ ବିଶିଷ୍ଟ ଅଟରୀ ଗ୍ରାମରେ ଥିବା ଶିବଲିଙ୍ଗ ଓ ଗ୍ରାମ — ପୁରୀ ଜିଲ୍ଲାର ଖୋର୍ଦ୍ଧାରୁ5କ୍ରୋଶ ଦୂରରେ ଅବସ୍ଥିତ ଉଷ୍ଣ ପ୍ରସ୍ରବଣ ବିଶିଷ୍ଟ ଅଟରୀ ଗ୍ରାମରେ ଥିବା ଶିବଲିଙ୍ଗ ଓ ଗ୍ରାମ—Name of a village and image of Ṡiba near a hotspring near Khurda in the Puri district
  • ଦେ. ବି — [ଉ—ହାଟକେଶ୍ୱରର ତପ୍ତ ପ୍ରସ୍ରବଣ ରଖି ବାମେତର ଦିକେ—ରାଧାନାଥ, ପାର୍ବତୀ]