ହଳ ଓଡ଼େ Haḻa oṟḍ̠e

  • ଦେ. ବି — ଏକ ଓଡ଼ ବା ଏକଥର ଭୂମିକୁ ହଳଦ୍ୱାରା କର୍ଷଣ — Tilling or ploughing of a land once only
  • ଦେ. ବି — [ଦ୍ର— ଏହିପରି ହଳ ଦିଓଡ଼ (ଦୋଅଡ଼); ହଳ ତିନି ଓଡ଼; ହଳ ଚାରି ଓଡ଼ ଆଦିର ପ୍ରୟୋଗ ହୁଏ।]