ହଳ କମେଇ Hala kamei
- ଦେ. ବି — ହଳ ବୁଲାଇବା ଲୋକ ଯେଉଁ ଦିନ ହଳ ବୁଲା କାମରେ ଅନୁପସ୍ଥିତ ହୁଏ — The day on which a ploughman does not attend to his daily work of ploughing
- ଦେ. ବି — ଦୈନିକ ହଳ ବୁଲାଇବା କାର୍ଯ୍ୟ କରୁଥିବା ହଳିଆର ଏକ ଦିନ ପାଇଁ ଅନୁପସ୍ଥିତି — Absence of the plough-man for a day from his ploughing work
- ଦେ. ବି — (ଯଥା—ଆମ ହଳିଆର ଗତ ମାସରେ ଚାରିଟା ବା ଚାରି ଦିନ ହଳକମେଇ ହୋଇଥିଲା।)