ହଳ କମାଇ କରିବା Haḻakamāi karibā

  • ଦେ. କ୍ରି — ଏକ ଦିନ ହଳ ବୁଲାଇବା କାର୍ଯ୍ୟରୁ ଅନୁପସ୍ଥିତ ହେବା — To be absent from ploughing work for a day