ହଲ୍ଲୀଷକ Hallīshaka
- (ହଲ୍ଲୀଷ [ସ]—ସ୍ୱାର୍ଥେ କ) — ସ୍ତ୍ରୀମାନଙ୍କର ମଣ୍ଡଳିକ ନୃତ୍ୟ (ଜଟାଧର, ହେମଚନ୍ଦ୍ର) — A dance of females in a ring; a ring-dance of females
- (ହଲ୍ଲୀଷ [ସ]—ସ୍ୱାର୍ଥେ କ) — ଏକ ପୁରୁଷ ସହିତ ବହୁ ସ୍ତ୍ରୀ — ମାନଙ୍କର ମଣ୍ଡଳାକାର ନୃତ୍ୟ; ରାସକ୍ରୀଡ଼ା (ଯଥା— ଶ୍ରୀକୃଷ୍ଣଙ୍କ ଗୋପୀଗଣ ସହ)—. A ring dance of females round a male (e.g. of Ṡrīkṛushṇa with the Gopis)