ହଲ୍ଲା କରିବା Hallā karibā
- ଦେ. କ୍ରି — ଚିତ୍କାର କରିବା — To shout out; to make a loud cry
- ଦେ. କ୍ରି — ବିପଦରେ ଆର୍ତ୍ତନାଦ କରିବା — To raise a hue and cry in distress; to raise an alarm
- ଦେ. କ୍ରି — ଘୋଓଘାଆ କରିବା; ଉଚ୍ଚୈଃସ୍ୱରରେ ଗୋଳମାଳ କରିବା — To make a noise
- ଦେ. କ୍ରି — ହଜିଥିବା ବ୍ଯକ୍ତି ବା ଲୁଚିଥିବା ଅପରାଧୀକୁ ଖୋଜାଇବା ପାଇଁ ଥାନାରେ ଓ ଦେଶଯାକ ତାହାର ବର୍ଣ୍ଣନା ଘୋଷଣା କରିବା — To publish a hue and cry regarding a missing person or an absconder
- ଦେ. କ୍ରି — କୌଣସି ବିଷୟ ସର୍ବସାଧାଣରେ ଘୋଷଣା କରିବା — To publish a matter broadcast